ଭୁବନେଶ୍ୱର, 14 ଅକ୍ଟୋବର (ହି.ସ.)- ଆଜି ନୂଆପଡା ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ ବିଜେଡି । ଏନେଇ ଆଜି ନବୀନ
ନିବାସରେ ବସିବ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ । ନୂଆପଡ଼ାରୁ ଫେରିଥିବା କମିଟି ସହ ଚୂଡ଼ାନ୍ତ
ଆଲୋଚନା କରିବେ ନବୀନ । ନୂଆପଡ଼ା ଉପ ନିର୍ବାଚନ ପାଇଁ ଆଜି ପ୍ରାଥୀଙ୍କ ନାମ ଘୋଷଣା କରିପାରେ
ବିଜେଡି ।
ରେସରେ ଅଛନ୍ତି ନୂଆପଡ଼ା ବିଜେଡି ସଭାନେତ୍ରୀ ବିନ୍ଧ୍ୟଶ୍ଵରୀ ସାହୁ, ବିଜେଡି ପୂର୍ବତନ ଜିଲ୍ଲା ସଭାପତି ମନୋଜ ମିଶ୍ର ଓ ଆଦିବାସୀ କଲ୍ୟାଣ
ସଂଘ ସଭାପତି ଭାନୁ ପ୍ରତାପ ସିଂ ମାଝୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା