ଦୁର୍ଗାପୁର ଦୁଷ୍କର୍ମ ପୀଡିତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ, ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ବଙ୍ଗଳାରେ ରହିବେ
କୋଲକାତା, ୧୮ ଅକ୍ଟୋବର (ହି.ସ.)-ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାର ଦୁର୍ଗାପୁର ସ୍ଥିତ ଏକ ଘରୋଇ ମେଡିକାଲ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀ, ଯାହାଙ୍କୁ ଗତ ସପ୍ତାହରେ କଲେଜ କ୍ୟାମ୍ପସ ବାହାରେ ଏକ ଜଙ୍ଗଲ ଅଞ୍ଚଳରେ ଦୁଷ୍କର୍ମ କରାଯାଇଥିଲା ,ତାଙ୍କୁ ଶୁକ୍ରବାର ହସ୍ପିଟାଲରୁ ଡିସଚାର୍ଜ
ଦୁର୍ଗାପୁର ଦୁଷ୍କର୍ମ ପୀଡିତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ, ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ବଙ୍ଗଳାରେ ରହିବେ


କୋଲକାତା, ୧୮ ଅକ୍ଟୋବର

(ହି.ସ.)-ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାର ଦୁର୍ଗାପୁର ସ୍ଥିତ ଏକ ଘରୋଇ ମେଡିକାଲ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀ, ଯାହାଙ୍କୁ ଗତ ସପ୍ତାହରେ କଲେଜ କ୍ୟାମ୍ପସ ବାହାରେ ଏକ

ଜଙ୍ଗଲ ଅଞ୍ଚଳରେ ଦୁଷ୍କର୍ମ କରାଯାଇଥିଲା ,ତାଙ୍କୁ ଶୁକ୍ରବାର ହସ୍ପିଟାଲରୁ ଡିସଚାର୍ଜ

କରାଯାଇଛି।

ସୂତ୍ର ଅନୁସାରେପୀଡିତାଙ୍କୁ

ବର୍ତ୍ତମାନ ସମାପ୍ତ ହେବା ପର୍ଯ୍ୟନ୍ତ ଦୁର୍ଗାପୁରରେ ରହିବାକୁ ହେବ।ଏହା ଏପର୍ଯ୍ୟନ୍ତ ସ୍ଥିର

ହୋଇନାହିଁ। ସେ କଲେଜ ହଷ୍ଟେଲରେ ରହିବେ ନା କୌଣସି ଭଡା ଘରେ ରହିବେ ।ପୀଡିତାଙ୍କ ବାପା ଗୁରୁବାର କହିଛନ୍ତି

ଯେ ସେ ଖୁବ୍ ଶୀଘ୍ର ତାଙ୍କ ଝିଅ ସହିତ ଓଡ଼ିଶା ଫେରିବେ ଏବଂ ଆଉ କେବେ ପଶ୍ଚିମବଙ୍ଗ ଫେରିବେ

ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ସେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ

ଝିଅକୁ ରାଜ୍ୟର ଯେ କୌଣସି ମେଡିକାଲ କଲେଜରେ ଭର୍ତ୍ତି କରିବା ପାଇଁ ଅନୁରୋଧ କରିଛନ୍ତି ,ଯାହା ଉପରେ ମୁଖ୍ୟମନ୍ତ୍ରୀ ସହଯୋଗର

ପ୍ରତିଶ୍ରୁତି ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande