ଚିଠା ସମବାୟ ନୀତି-୨୦୨୫ ଉପରେ ଆଲୋଚନାଚକ୍ର ଆଜି
ଭୁବନେଶ୍ୱର, 17 ନଭେମ୍ବର (ହି.ସ.) ଆଜି ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ଚିଠା ସମବାୟ ନୀତି-୨୦୨୫ ଉପରେ ଆଲୋଚନାଚକ୍ର ଓ ମତାମତ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ ମହୋଦୟ ଯୋଗ ଦେବେ । ---------------
ଚିଠା ସମବାୟ ନୀତି-୨୦୨୫ ଉପରେ ଆଲୋଚନାଚକ୍ର ଆଜି


ଭୁବନେଶ୍ୱର, 17 ନଭେମ୍ବର (ହି.ସ.) ଆଜି ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ଚିଠା ସମବାୟ ନୀତି-୨୦୨୫ ଉପରେ ଆଲୋଚନାଚକ୍ର ଓ ମତାମତ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ ମହୋଦୟ ଯୋଗ ଦେବେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande