
ଭୁବନେଶ୍ୱର, 03 ନଭେମ୍ବର (ହି.ସ.) ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଭୁବନେଶ୍ୱର ମହାନଗର ସମ୍ମିଳନୀ ଅନୁଷ୍ଠିତ ହେବ l ଭୁବନେଶ୍ୱର ବିଭିନ୍ନ କ୍ୟାମ୍ପସର ଛାତ୍ର ଛାତ୍ରୀମାନେ ଉପସ୍ଥିତି ରହିବେ l ଭୁବନେଶ୍ୱର ମହାନଗର ନୂତନ କାର୍ଯ୍ୟକାରିଣୀ ଘୋଷଣା କରାଯିବ l ଏବିଭିପି ପକ୍ଷରୁ ଏହି ସୂଚନା ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ