
ଭୁବନେଶ୍ୱର, 3 ନଭେମ୍ବର (ହି.ସ.)- ଚାଏ ପେ ଚର୍ଚ୍ଚାରେ ଜୟ ଢୋଲକିଆଙ୍କ
ସପକ୍ଷରେ ଭୋଟ ପାଇଁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ନୂଆପଡ଼ା ଠାରେ 'ଚାଏ ପେ ଚର୍ଚ୍ଚା'ରେ ଆଜି ନିଜେ ଚା
ବନାଇ ସ୍ଥାନୀୟ ଲୋକଙ୍କ ସହ ଏହାର ମଜା ନେଲି ଏବଂ
ଆମ ଦଳର ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କ ସପକ୍ଷରେ ଭୋଟ ପାଇଁ ସମସ୍ତଙ୍କୁ ନିବେଦନ କଲି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା