
ଘଟାଗାଁ୯ନଭେମ୍ବର (ହିସ) ଘଟଗାଁ ମାତାରିଣୀ ଟ୍ରଷ୍ଠବୋର୍ଡ଼ ତରଫରୁ ରୋଗୀ ମାନଙ୍କ ପାଇଁ ଆମ୍ବୁଲାନ୍ସ ସେବା ଲୋକାର୍ପିତ କରାଯାଇଛି ଆୟୋଜିତ କାର୍ଯକ୍ରମରେ ସମ୍ବଲପୁର ଦେବୋତ୍ତର ବିଭାଗର ଅତିରିକ୍ତଦେବୋତ୍ତର କମିଶନର ବିକାଶ ଗୋଏଲା ଦେବୋତ୍ତର ଡିଭିଜିନାଲ ନିରୀକ୍ଷକ ଦକ୍ଷିଣ କୁମାର ମାରାଣ୍ଡି ତ୍ରିଲୋଚନ ନାଏକ ସ୍ଥାନୀୟ ଚିକିତ୍ସାଧିକାରୀ ଡକ୍ଟର ମୁକ୍ତିକାନ୍ତ ନାୟକ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଜୀବମହାପାତ୍ର ଘଟଗାଁ ବିଜେପି ମଣ୍ଡଳ ସଭାପତି ରବିଦେହୁରୀ ପ୍ରମୁଖ ଅତିଥିଭାବେ ଯୋଗଦେଇ ଆମ୍ବୁଲାନ୍ସ ସେବାକୁ ଲୋକାର୍ପିତ କରିଥିଲେ ଏଥିରେ ରୋଗୀଙ୍କୁ ନେବାସମୟରେ ସ୍ୱାସ୍ଥ୍ୟ କର୍ମଚାରୀ ଆବଶ୍ୟକୀୟ ଔଷଧ ରଖିବା ବ୍ୟବସ୍ଥା ହୋଇଛି ଉକ୍ତ ଆମ୍ବୁଲାନ୍ସ ସେବା ପାଇବାପାଇଁ ଯୋଗାଯୋଗ ଫୋନ ନମ୍ବର ୯୩୪୮୨୯୬୭୧୧ଜାରି କରା ଯାଇଛି ଏଠାରେ ଉଲେଖ ଯୋଗ୍ୟ ଯେ ମନ୍ଦିର ଟ୍ରଷ୍ଠାବୋର୍ଡ଼ର ନିଜସ୍ୱ ପାଣ୍ଠିରୁ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଥିବାରୁସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି କାର୍ଯ୍ୟକ୍ରମରେ ମନ୍ଦିର କର୍ମଚାରୀ ଅବନିଜେନାହରେକୃଷ୍ଣ ପଲେଇ ସରତବେହେରା ନକୁଳ ବେଜ ପ୍ରମୁଖ ପରିଚାଳନା କରିଥିଲେ
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ