ଅନ୍ଧେରିର ଏକ ହୋଣ୍ଡା ଶୋରୁମରେ ଅଗ୍ନିକାଣ୍ଡ, ଅନେକ ଗାଡ଼ି ନଷ୍ଟ
ମୁମ୍ବାଇ, ୯ ନଭେମ୍ବର (ହି.ସ.)- ମହାରାଷ୍ଟ୍ରର ଅନ୍ଧେରିର ଚାନ୍ଦିଭାଲି ଫାର୍ମ ରୋଡରେ ଥିବା ଏକ ହୋଣ୍ଡା ଶୋ’ରୁମରେ ରବିବାର ସକାଳେ ଅଗ୍ନିକାଣ୍ଡ ଘଟି ଅନେକ ଗାଡ଼ି ନଷ୍ଟ ହୋଇଗଲା । ଅଗ୍ନିଶମ ବାହିନୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଂଚି ସକାଳ ସୁଦ୍ଧା ନିଆଁକୁ ନିୟନ୍ତ୍ରଣ କରିଥିଲେ । ଏହି ଅଗ୍ନିକାଣ୍ଡରେ କେ
ଅନ୍ଧେରିର ଏକ ହୋଣ୍ଡା ଶୋରୁମରେ ଅଗ୍ନିକାଣ୍ଡ, ଅନେକ ଗାଡ଼ି ନଷ୍ଟ


ମୁମ୍ବାଇ, ୯ ନଭେମ୍ବର (ହି.ସ.)- ମହାରାଷ୍ଟ୍ରର ଅନ୍ଧେରିର ଚାନ୍ଦିଭାଲି ଫାର୍ମ ରୋଡରେ ଥିବା ଏକ ହୋଣ୍ଡା ଶୋ’ରୁମରେ ରବିବାର ସକାଳେ ଅଗ୍ନିକାଣ୍ଡ ଘଟି ଅନେକ ଗାଡ଼ି ନଷ୍ଟ ହୋଇଗଲା । ଅଗ୍ନିଶମ ବାହିନୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଂଚି ସକାଳ ସୁଦ୍ଧା ନିଆଁକୁ ନିୟନ୍ତ୍ରଣ କରିଥିଲେ । ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇ ନଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande