
ଭୁବନେଶ୍ୱର, 8 ଡିସେମ୍ବର (ହି.ସ.)- 2014-15 ରେ 103320 ମହିଳା ବନ୍ଧ୍ୟାକରଣ କରିଥିବାବେଳେ ମାତ୍ର 2065 ପୁରୁଷ ବନ୍ଧ୍ୟାକରଣ କରିଥିଲେ । 2015-16 ରେ 114604 ମହିଳା ଓ 2377 ପୁରୁଷ ବନ୍ଧ୍ୟାକରଣ କରିଥିଲେ । 2016-17 ରେ 105066 ମହିଳା ଓ 2635 ପୁରୁଷ ବନ୍ଧ୍ୟାକରଣ କରିଥିଲେ । 2107-18 ରେ 86636 ମହିଳା ଓ 1148 ପୁରୁଷ ବନ୍ଧ୍ୟାକରଣ କରିଛନ୍ତି । 2018-19 ରେ 80333 ମହିଳା ଓ 1373 ପୁରୁଷ ବନ୍ଧ୍ୟାକରଣ କରିଥିଲେ । 2019-20 ରେ 77478 ମହିଳା ଓ 1433 ପୁରୁଷ ବନ୍ଧ୍ୟାକରଣ କରିଥିଲେ । 2020-21 ରେ 54353 ମହିଳା ଓ 719 ପୁରୁଷ ବନ୍ଧ୍ୟାକରଣ କରିଛନ୍ତି । 2021-22 ରେ 82152 ମହିଳା ଓ 991 ପୁରୁଷ ବନ୍ଧ୍ୟାକରଣ କରିଥିଲେ । 2022-23 ରେ 92915 ମହିଳା ଓ 1569 ପୁରୁଷ ବନ୍ଧ୍ୟାକରଣ କରିଛନ୍ତି ।2023-24 ରେ 80403 ମହିଳା ଓ 1792 ପୁରୁଷ ବନ୍ଧ୍ୟାକରଣ କରିଥିଲେ । 2024-25 ରେ 80350 ପୁରୁଷ ଓ 2443 ମହିଳା ବନ୍ଧ୍ୟାକରଣ କରିଛନ୍ତି । ଏନେଇ ଗୃହରେ ଉତ୍ତର
ରଖିଛନ୍ତତ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା