ଅବସର ପରେ 447 ଜଣ ଅବସପ୍ରାପ୍ତ କର୍ମଚାରୀ ଜବର ଦଖଲ କରିଛନ୍ତି କ୍ୱାର୍ଟର
ଭୁବନେଶ୍ୱର, 8 ଡିସେମ୍ବର (ହି.ସ.)- ଅବସର ପରେ ବି କର୍ମଚାରୀ ଛାଡ଼ୁନାହିଁନ୍ତି ସରକାରୀ କ୍ୱାର୍ଟର । ବର୍ତ୍ତମାନ ସୁଦ୍ଧା 447 ଜଣ ଅବସପ୍ରାପ୍ତ କର୍ମଚାରୀ ଜବର ଦଖଲ କରିଛନ୍ତି । ଗୃହରେ ଲିଖିତ ଉତ୍ତର ଦେଇ କର୍ମଚାରୀଙ୍କ ତାଲିକା ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ସ
ଅବସର ପରେ 447 ଜଣ ଅବସପ୍ରାପ୍ତ     କର୍ମଚାରୀ ଜବର ଦଖଲ କରିଛନ୍ତି କ୍ୱାର୍ଟର


ଭୁବନେଶ୍ୱର, 8 ଡିସେମ୍ବର (ହି.ସ.)- ଅବସର ପରେ ବି କର୍ମଚାରୀ ଛାଡ଼ୁନାହିଁନ୍ତି ସରକାରୀ

କ୍ୱାର୍ଟର । ବର୍ତ୍ତମାନ ସୁଦ୍ଧା 447 ଜଣ ଅବସପ୍ରାପ୍ତ କର୍ମଚାରୀ ଜବର ଦଖଲ କରିଛନ୍ତି ।

ଗୃହରେ ଲିଖିତ ଉତ୍ତର ଦେଇ କର୍ମଚାରୀଙ୍କ ତାଲିକା

ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ସେମାନଙ୍କୁ ଉଚ୍ଛେଦ ପାଇଁ

ପଦକ୍ଷେପ ନିଆଯାଇଛି । ଏନେଇ ଗୃହରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande