ରୋଷେଇ କରୁଥିବା ବେଳେ ନିଆଁ ଲାଗି ମହିଳା ଗୁରୁତର
ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.) -ରୋଷେଇ କରୁଥିବା ବେଳେ ଲୁଗାରେ ଲାଗିଲା ନିଆଁ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡା ପଂଚାୟତ ବାଲିଆ ଗ୍ରାମରେ ଅଘଟଣ ଘଟିଛି । ଶରୀରର 50ପ୍ରତିଶତ ପୋଡିଯାଇଥିବା ଦେଖିବାକୁ ମିଳିଛି । ଘରେ ଗ୍ୟାସରେ ରୋଷେଇ କରୁଥିବା ବେଳେ ଝୁ
ରୋଷେଇ କରୁଥିବା ବେଳେ ନିଆଁ ଲାଗି ମହିଳା ଗୁରୁତର


ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)

-ରୋଷେଇ କରୁଥିବା ବେଳେ

ଲୁଗାରେ ଲାଗିଲା ନିଆଁ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡା ପଂଚାୟତ ବାଲିଆ ଗ୍ରାମରେ

ଅଘଟଣ ଘଟିଛି । ଶରୀରର 50ପ୍ରତିଶତ ପୋଡିଯାଇଥିବା

ଦେଖିବାକୁ ମିଳିଛି । ଘରେ ଗ୍ୟାସରେ ରୋଷେଇ କରୁଥିବା ବେଳେ ଝୁଲି ସ୍ୱାଇଁଙ୍କ ଲୁଗାରେ ନିଆଁ

ଲାଗି ଗୁରୁତର ହୋଇପଡିଛନ୍ତି । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡ଼ିକାଲ ନେଇଥିବା ବେଳେ

ଅବସ୍ଥା ସାଙ୍ଘାତିକ ରହିଥିବାରୁ ତାଙ୍କୁ କଟକ ଏସସିବି ସ୍ଥାନାନ୍ତର କରିଥିବା ସୂଚନା ମିଳିଛି । ଝୁଲିଙ୍କ

ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିବ। ବେଳେ ଦୁଇ ପୁଅ ବାହାର ରାଜ୍ୟରେ କାମ କରନ୍ତି । ଏକା ଘରେ ରୋଷେଇ

କରୁଥିବା ବେଳେ ଦେହରେ ନିଆଁ ଲାଗିଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande