ଶ୍ରୀ ଗୁରୁ ଅର୍ଜନ ଦେବଜୀଙ୍କ ପ୍ରକାଶ ପର୍ବରେ ତାଙ୍କୁ ପ୍ରଣାମ ଜଣାଇଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ
ନୂଆଦିଲ୍ଲୀ 20 ଏପ୍ରିଲ (ହି.ସ.) – କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଶିଖ ଧର୍ମର ପଂଚମ ଗୁରୁ ଶ୍ରୀ ଗୁରୁ ଅର୍ଜନ ଦେବଜୀଙ୍କ ପ୍ରକାଶ ପର୍ବରେ ତାଙ୍କୁ ପ୍ରଣାମ ଜଣାଇଛନ୍ତି । ସେ ସୋସିଆଲ ମି଼ଡିଆରେ ଲେଖିଛନ୍ତି, ଶିଖ ଧର୍ମର ପଂଚମ ଗୁରୁ ଶ୍ରୀ ଗୁରୁ ଅର୍ଜନ ଦେବଜୀଙ୍କ ପ୍ରକାଶ ପର୍ବରେ ତାଙ୍କ
ଶ୍ରୀ ଗୁରୁ ଅର୍ଜନ ଦେବଜୀଙ୍କ ପ୍ରକାଶ ପର୍ବରେ ତାଙ୍କୁ ପ୍ରଣାମ ଜଣାଇଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ


ନୂଆଦିଲ୍ଲୀ 20 ଏପ୍ରିଲ (ହି.ସ.) – କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଶିଖ ଧର୍ମର ପଂଚମ ଗୁରୁ ଶ୍ରୀ ଗୁରୁ ଅର୍ଜନ ଦେବଜୀଙ୍କ ପ୍ରକାଶ ପର୍ବରେ ତାଙ୍କୁ ପ୍ରଣାମ ଜଣାଇଛନ୍ତି ।

ସେ ସୋସିଆଲ ମି଼ଡିଆରେ ଲେଖିଛନ୍ତି, ଶିଖ ଧର୍ମର ପଂଚମ ଗୁରୁ ଶ୍ରୀ ଗୁରୁ ଅର୍ଜନ ଦେବଜୀଙ୍କ ପ୍ରକାଶ ପର୍ବରେ ତାଙ୍କୁ ପ୍ରଣାମ ଜଣାଉଛି। ଗୁରୁ ଅର୍ଜନ ଦେବ ସେବା, ଭକ୍ତି ଓ ନିଷ୍କାମ କର୍ମକୁ ମାଧ୍ୟମ କରି ଶିଖ ଧର୍ମର ବିସ୍ତାର କରିବାରେ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande