କାଲିଠୁ ସ୍ୱାଭାବିକ ହେବ ବିମାନ ଯାତ୍ରା
ଭୁବନେଶ୍ୱର ,୧୨ ମଇ (ହି.ସ.) - ଆସନ୍ତାକାଲି ଠାରୁ ସବୁ ସ୍ଥାନକୁ ବିମାନ ଯାତ୍ରା ସ୍ୱାଭାବିକ ହେବ। ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ନୋଟାମକୁ କ୍ୟାନସେଲ କରାଯିବା ନେଇ ବେସାମାରିକ ବିମାନ ମନ୍ତ୍ରାଳୟରୁ ନୋଟିସ ଆସିଛି। ବନ୍ଦ ଥିବା ୩୨ ବ
କାଲିଠୁ ସ୍ୱାଭାବିକ ହେବ ବିମାନ ଯାତ୍ରା


ଭୁବନେଶ୍ୱର ,୧୨ ମଇ (ହି.ସ.) - ଆସନ୍ତାକାଲି ଠାରୁ ସବୁ ସ୍ଥାନକୁ ବିମାନ ଯାତ୍ରା ସ୍ୱାଭାବିକ ହେବ। ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ନୋଟାମକୁ କ୍ୟାନସେଲ କରାଯିବା ନେଇ ବେସାମାରିକ ବିମାନ ମନ୍ତ୍ରାଳୟରୁ ନୋଟିସ ଆସିଛି। ବନ୍ଦ ଥିବା ୩୨ ବିମାନ ବନ୍ଦରକୁ ବିମାନ ଯାତ୍ରା ସ୍ୱାଭାବିକ ହେବ। ତେବେ ଯାତ୍ରା ପ୍ଲାନ ଏୟାରଲାଇନ୍ସ କମ୍ପାନୀ ସ୍ଥିର କରିବେ। ଭୁବନେଶ୍ୱରରୁ ଗାଜିଆବାଦ ଓ ପାଟନା ଦେଇ ଚଣ୍ଡିଗଡ ଯାଉଥିବା ବିମାନ ଆସନ୍ତା କାଲି ଠାରୁ ପୁଣି ଥରେ ଚାଲିପାରେ ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande