ଉମରକୋଟରେ ତ୍ରିରଙ୍ଗା ଶୋଭାଯାତ୍ରାରେ ଗଶଶିକ୍ଷାମନ୍ତ୍ରୀଙ୍କ ଯୋଗଦାନ
ଭୁବନେଶ୍ୱର, 16 ମେ (ହି.ସ.) - ଉମରକୋଟରେ ତ୍ରିରଙ୍ଗା ଶୋଭାଯାତ୍ରାରେ ଗଶଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଯୋଗଦାନ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ଅପରେସନ ସିନ୍ଦୂର ର ସଫଳତାର ଶ୍ରେୟ ଆମ ଭରତୀୟ ଯବାନ ମାନଙ୍କର। ମୋ ଦେଶର ବୀର ଯବାନଙ୍କୁ ନେ଼ଇ ଆମେ ଗର୍ବିତ। ଦେ
ଉମରକୋଟରେ ତ୍ରିରଙ୍ଗା ଶୋଭାଯାତ୍ରାରେ ଗଶଶିକ୍ଷାମନ୍ତ୍ରୀଙ୍କ ଯୋଗଦାନ


ଭୁବନେଶ୍ୱର, 16 ମେ (ହି.ସ.)

- ଉମରକୋଟରେ ତ୍ରିରଙ୍ଗା ଶୋଭାଯାତ୍ରାରେ ଗଶଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ

ଗଣ୍ଡଙ୍କ ଯୋଗଦାନ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ଅପରେସନ ସିନ୍ଦୂର ର ସଫଳତାର ଶ୍ରେୟ ଆମ ଭରତୀୟ ଯବାନ

ମାନଙ୍କର। ମୋ ଦେଶର ବୀର ଯବାନଙ୍କୁ ନେ଼ଇ ଆମେ ଗର୍ବିତ। ଦେଶର ସୁରକ୍ଷା, ଜାତିର ରକ୍ଷା ଏବଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଯେଉଁ ମାନେ ସୁରକ୍ଷା

କବଚ ସାଜିଛନ୍ତି ସେମାନଙ୍କ ଅଦମ୍ୟ ସାହସ, ପରାକ୍ରମ ଓ ଦେଶ ମାତୃକା ପ୍ରତି ଉତ୍ସର୍ଗୀକୃତ ମନୋଭାବକୁ ସମ୍ମାନ

ଜଣାଇ ଉମରକୋଟରେ ଆମେ କରିଛୁ ତ୍ରିରଙ୍ଗା ଶୋଭାଯାତ୍ରା। ଏହି ଅବସରରେ ଭାରତ ମାତା କି ଜୟ, ଜୟ ଯବାନ ନାରାରେ ପ୍ରକମ୍ପିତ ହୋଇଥିଲା ପରିବେଶ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande