ସାରା ଦେଶରେ ବିଭିନ୍ନ କ୍ଷେତ୍ରରେ ତୁର୍କୀ ସେବାକୁ ବହିଷ୍କାର କଲେ 125ରୁ ଅଧିକ ଶୀର୍ଷ ବ୍ୟବସାୟୀ
ନୂଆଦିଲ୍ଲୀ, 16 ମେ (ହି.ସ.)- ସାରା ଦେଶରେ ବିଭିନ୍ନ କ୍ଷେତ୍ରରେ ତୁର୍କୀ ସେବାକୁ ବହିଷ୍କାର କରିଛନ୍ତି 125ରୁ ଅଧିକ ଶୀର୍ଷ ବ୍ୟବସାୟୀ । ଦେଶରେ 125ରୁ ଅଧିକ ଶୀର୍ଷ ବ୍ୟବସାୟୀ ଯାତ୍ରା ଓ ପର୍ଯ୍ୟଟନ ସହିତ ତୁର୍କୀ ତଥା ଅଜରବୈଜାନ ସହିତ ବିଭିନ୍ନ ବ୍ୟବସାୟ ଓ ବାଣିଜ୍ୟିକ ସଂପର୍କର ସ
ସାରା ଦେଶରେ ବିଭିନ୍ନ କ୍ଷେତ୍ରରେ ତୁର୍କୀ ସେବାକୁ ବହିଷ୍କାର କଲେ 125ରୁ ଅଧିକ ଶୀର୍ଷ     ବ୍ୟବସାୟୀ


ନୂଆଦିଲ୍ଲୀ, 16 ମେ (ହି.ସ.)- ସାରା ଦେଶରେ ବିଭିନ୍ନ କ୍ଷେତ୍ରରେ ତୁର୍କୀ ସେବାକୁ ବହିଷ୍କାର କରିଛନ୍ତି

125ରୁ ଅଧିକ ଶୀର୍ଷ ବ୍ୟବସାୟୀ । ଦେଶରେ 125ରୁ ଅଧିକ ଶୀର୍ଷ ବ୍ୟବସାୟୀ ଯାତ୍ରା ଓ ପର୍ଯ୍ୟଟନ

ସହିତ ତୁର୍କୀ ତଥା ଅଜରବୈଜାନ ସହିତ ବିଭିନ୍ନ ବ୍ୟବସାୟ ଓ ବାଣିଜ୍ୟିକ ସଂପର୍କର ସମସ୍ତ ରୂପକୁ

ବହିଷ୍କାର କରିବାର ନିଷ୍ପତି ନେଇଛନ୍ତି । ଅଲ୍‌

ଇଣ୍ଡିଆ ଟ୍ରେଡର୍ସ ସଂଘ ପକ୍ଷରୁ ଡକାଯାଇଥିବା ଏକ ଜାତୀୟ ସମ୍ମିଳନୀରେ ଏହି ନିଷ୍ପତ୍ତି ନିଆଯାଇଛି

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande