ନୁଆଦିଲ୍ଲୀ 9 ମଇ
(ହି.ସ)-ନାଗରିକ ସୁରକ୍ଷା ନିର୍ଦ୍ଦେଶାଳୟ ଆଇଟୀଓ ସ୍ଥିତ ଲୋକ ନିର୍ମାଣ ବିଭାଗ(ପୀଡବ୍ଲୁଡୀ)
ମୁଖ୍ୟାଳୟରେ ସ୍ଥାପିତ ଏୟାର ରେଡ ସାଇରନର ଆଜି ଅପରାହ୍ନ 3ଟାରେ ପରୀକ୍ଷଣ କରିବ।ଏହି ପରୀକ୍ଷଣ
15ରୁ 20 ମିନିଟ ପର୍ଯ୍ୟନ୍ତ ଚାଲିବ।
ସରକାରଙ୍କ ଦ୍ୱାରା ଜାରି ଏକ
ପ୍ରେସ ବିଜ୍ଞପ୍ତିରେ ଏହି ସୁଚନା ଦେଇଛନ୍ତି।ବିମାନ ଆକ୍ରମଣର ସାଇରନ ପରୀକ୍ଷଣ ସମୟରେ ଲୋକଙ୍କୁ
ଶାନ୍ତ ରହିବା ଏବଂ ଆତଙ୍କିତ ନ ହେବାକୁ ପରାମର୍ଶ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା