ରାଜ୍ୟଗୁଡିକୁ ଜରୁରୀକାଳୀନ ଶକ୍ତିର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଲା ଗୃହ ମନ୍ତ୍ରାଳୟ
ନୂଆଦିଲ୍ଲୀ, 9 ମେ (ହି.ସ.)- କେନ୍ଦ୍ର ଗୃହ ମନ୍ତ୍ରାଳୟ ଭାରତ-ପାକିସ୍ତାନ ମଧରେ ବଢୁଥିବା ବିବାଦକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟ ସଚିବ ଓ ପ୍ରଶାସକଙ୍କୁ ପତ୍ର ଲେଖିଛନ୍ତି । କେନ୍ଦ୍ରର ଚିଠିରେ ମୁଖ୍ୟ ସଚିବ ଓ ପ୍ରଶାସକଙ୍କୁ ଯୁଦ୍ଧ କିମ୍
ରାଜ୍ୟଗୁଡିକୁ ଜରୁରୀକାଳୀନ     ଶକ୍ତିର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଲା ଗୃହ ମନ୍ତ୍ରାଳୟ


ନୂଆଦିଲ୍ଲୀ, 9 ମେ (ହି.ସ.)- କେନ୍ଦ୍ର ଗୃହ

ମନ୍ତ୍ରାଳୟ ଭାରତ-ପାକିସ୍ତାନ ମଧରେ ବଢୁଥିବା ବିବାଦକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟ ଓ

କେନ୍ଦ୍ରଶାସିତ ଅଂଚଳର ମୁଖ୍ୟ ସଚିବ ଓ ପ୍ରଶାସକଙ୍କୁ ପତ୍ର ଲେଖିଛନ୍ତି ।

କେନ୍ଦ୍ରର ଚିଠିରେ ମୁଖ୍ୟ

ସଚିବ ଓ ପ୍ରଶାସକଙ୍କୁ ଯୁଦ୍ଧ କିମ୍ବା ଯୁଦ୍ଧ ପରି ସ୍ଥିତିରେ ଆବଶ୍ୟକୀୟ ଉପାୟ ଓ କୁଶଳ

କ୍ରିୟାନ୍ୱୟନ ପାଇଁ ନାଗରିକଙ୍କ ପାଇଁ ନାଗରିକ ସୁରକ୍ଷା ନିୟମ ଅନ୍ତର୍ଗତ ଜରୁରୀକାଳୀନ ଶକ୍ତିର

ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande