କୋଲକାତାରେ କେନ୍ଦ୍ରିୟ ଫରେନସିକ୍ ବିଜ୍ଞାନ ପ୍ରୟୋଗଶାଳାର ନୂତନ ଭବନକୁ ଉଦଘାଟନ କଲେ ଅମିତ ଶାହ
କୋଲକାତା, ୧ ଜୁନ୍ (ହି.ସ.)- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର କୋଲକାତାର ନ୍ୟୁ ଟାଉନ୍ ରେ କେନ୍ଦ୍ରିୟ ଫରେନସିକ୍ ବିଜ୍ଞାନ ପ୍ରୟୋଗଶାଳା (ସିଏଫଏସଏଲ)ର ନୂତନ ଭବନକୁ ଉଦଘାଟନ କରିଛନ୍ତି ।ଏହି ଅବସରରେ ସେ କହିଥିଲେ ଯେ, ଏହି ଅତ୍ୟାଧୁନିକ ସୁବିଧା କେବଳ ପଶ୍ଚିମବଙ୍ଗ ନୁହେଁ ବରଂ ସମଗ୍ର ଉତର-ପୂର୍ବ
କୋଲକାତାରେ କେନ୍ଦ୍ରିୟ ଫରେନସିକ୍ ବିଜ୍ଞାନ ପ୍ରୟୋଗଶାଳାର ନୂତନ ଭବନକୁ ଉଦଘାଟନ କଲେ ଅମିତ ଶାହ


କୋଲକାତା, ୧ ଜୁନ୍ (ହି.ସ.)- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର କୋଲକାତାର ନ୍ୟୁ ଟାଉନ୍ ରେ କେନ୍ଦ୍ରିୟ ଫରେନସିକ୍ ବିଜ୍ଞାନ ପ୍ରୟୋଗଶାଳା (ସିଏଫଏସଏଲ)ର ନୂତନ ଭବନକୁ ଉଦଘାଟନ କରିଛନ୍ତି ।ଏହି ଅବସରରେ ସେ କହିଥିଲେ ଯେ, ଏହି ଅତ୍ୟାଧୁନିକ ସୁବିଧା କେବଳ ପଶ୍ଚିମବଙ୍ଗ ନୁହେଁ ବରଂ ସମଗ୍ର ଉତର-ପୂର୍ବ ଭାରତରେ ଅପରାଧିକ ନ୍ୟାୟ ପ୍ରଣାଳୀକୁ ସଶକ୍ତ କରିବାରେ ପ୍ରମୁଖ ଭୂମିକା ବହନ କରିବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande