ଜମ୍ମୁ-କାଶ୍ମୀରରେ କୋଭିଡ଼-୧୯ର ସକ୍ରିୟ ମାମଲା ସଂଖ୍ୟା ୭
ଶ୍ରୀନଗର, ୧ ଜୁନ୍ (ହି.ସ.)- ଜମ୍ମୁ-କାଶ୍ମୀରରେ ବର୍ତମାନ କୋଭିଡ଼-୧୯ର ସକ୍ରିୟ ମାମଲା ସଂଖ୍ୟା ୭ ରହିଛି । ଗତ ଦୁଇ ଦିନରେ କାଶ୍ମୀର ଡିଭିଜନ୍ ରେ କୌଣସି ନୂଆ ସଂକ୍ରମିତ ଚିହ୍ନଟ ହୋଇନାହାଁନ୍ତି । ରବିବାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ

 rajesh pande