“କୃଷି ଶିକ୍ଷା ସଦନ” ଠାରେ  ଆଜି ନିଯୁକ୍ତି ମେଳା
ଭୁବନେଶ୍ୱର, 16 ଜୁନ (ହି.ସ.) ଓଡିଶା କୃଷି ଓ ବୈଷୟିକ ବିଶ୍ଵ ବିଦ୍ୟାଳୟ “କୃଷି ଶିକ୍ଷା ସଦନ” ଠାରେ ରାଜ୍ୟ ସରକାରଙ୍କ ପାଞ୍ଚଟି ବିଭିନ୍ନ ବିଭାଗ ଯଥା-ପୂର୍ତ୍ତ ବିଭାଗ, ଜଳ ସମ୍ପଦ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ପଞ୍ଚାୟତି ରାଜ ଓ ପାନୀୟଜଳ ଯୋଗାଣ ବିଭାଗ ଏବଂ ଖାଦ୍ଯ ଯୋଗା
“କୃଷି ଶିକ୍ଷା ସଦନ” ଠାରେ  ଆଜି ନିଯୁକ୍ତି     ମେଳା


ଭୁବନେଶ୍ୱର, 16 ଜୁନ

(ହି.ସ.) ଓଡିଶା କୃଷି ଓ ବୈଷୟିକ ବିଶ୍ଵ ବିଦ୍ୟାଳୟ “କୃଷି ଶିକ୍ଷା ସଦନ” ଠାରେ ରାଜ୍ୟ

ସରକାରଙ୍କ ପାଞ୍ଚଟି ବିଭିନ୍ନ ବିଭାଗ ଯଥା-ପୂର୍ତ୍ତ ବିଭାଗ, ଜଳ ସମ୍ପଦ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ପଞ୍ଚାୟତି ରାଜ ଓ ପାନୀୟଜଳ ଯୋଗାଣ ବିଭାଗ ଏବଂ ଖାଦ୍ଯ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ କନିଷ୍ଠ

ଯନ୍ତ୍ରୀ ଏବଂ ଅନ୍ୟ ପଦବୀ ପାଇଁ ଚୟନ ହୋଇଥିବା

ପ୍ରାର୍ଥୀ,ପ୍ରାର୍ଥିନୀଙ୍କ ପାଇଁ ନିଯୁକ୍ତି ମେଳାର ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏଥିରେ ଯୋଗଦାନ କରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande