ପୁଲିସର ଫୁଟ୍ ପାଟ୍ରୋଲିଙ୍ଗ
ଗଂଜାମ, 16 ଜୁନ୍ (ହି.ସ.) ବ୍ରହ୍ମପୁର ସହରରେ ଦିନକୁ ଦିନ ଚୋରି ଡକାୟତି, ଆକ୍ରମଣ, ହତ୍ୟା କାଣ୍ଡ ଓ ଛିନ୍ତାଇ ଘଟଣା ବୃଦ୍ଧି ପାଉଛି । ଏହା ଉପରେ ରୋକ୍ ଲଗାଇଵା ପାଇଁ ଓ‌ ସହର‌ବାସୀ‌ଙ୍କୁ ଅଭୟ ଓ‌ ଆଶ୍ବସ୍ତି ପ୍ରଦାନ ପାଇଁ ‌ଵ୍ରହ୍ମପୁର ପୁଲିସ ପକ୍ଷରୁ‌ ପାଟ୍ରୋଲିଙ୍ଗ କରାଯାଇଛି । ଷଣ୍ଢ ମହାନ୍ତିସାହି,ଜ
ପୁଲିସ ର ଫୁଟ ପାଟ୍ରୋଲିଙ୍ଗ


ଗଂଜାମ, 16 ଜୁନ୍ (ହି.ସ.)

ବ୍ରହ୍ମପୁର ସହରରେ ଦିନକୁ ଦିନ ଚୋରି ଡକାୟତି, ଆକ୍ରମଣ, ହତ୍ୟା କାଣ୍ଡ ଓ ଛିନ୍ତାଇ ଘଟଣା ବୃଦ୍ଧି ପାଉଛି । ଏହା ଉପରେ ରୋକ୍ ଲଗାଇଵା ପାଇଁ ଓ‌ ସହର‌ବାସୀ‌ଙ୍କୁ ଅଭୟ ଓ‌ ଆଶ୍ବସ୍ତି ପ୍ରଦାନ ପାଇଁ ‌ଵ୍ରହ୍ମପୁର ପୁଲିସ ପକ୍ଷରୁ‌ ପାଟ୍ରୋଲିଙ୍ଗ କରାଯାଇଛି । ଷଣ୍ଢ ମହାନ୍ତିସାହି,ଜଗଵନ୍ଧୁ ସାହି ଓ ହରିଡାଖଣ୍ଡିରେ‌ ଫୁଟ ପାଟ୍ରୋଲିଙ୍ଗ କରାଯାଇଛି । ଏନେଇ ଵ୍ରହ୍ମପୁର ଏସପି ଡକ୍ଟର ସର୍ବଣା ବିବେକ‌‌‌ ଏମ‌ ସୂଚନା‌ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande