ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମକୁ ନେଇ ପ୍ରଭାତି ପରିଡାଙ୍କ ଉଦବେଗ
ଭୁବନେଶ୍ୱର, 17 ଜୁନ୍ (ହି.ସ.)- ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମକୁ ନେଇ ପ୍ରଭାତି ପରିଡା ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ଏସପିଙ୍କ ସହ କଥା ହେବା ସହ ଆବଶ୍ୟକ ପଦେକ୍ଷପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏନେଇ ପ୍ରଭାତି ପରିଡ
ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମକୁ ନେଇ ପ୍ରଭାତି ପରିଡାଙ୍କ ଉଦବେଗ


ଭୁବନେଶ୍ୱର, 17 ଜୁନ୍ (ହି.ସ.)-

ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମକୁ ନେଇ ପ୍ରଭାତି ପରିଡା

ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ଏସପିଙ୍କ ସହ କଥା ହେବା ସହ ଆବଶ୍ୟକ ପଦେକ୍ଷପ ନେବାକୁ

ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା

ଏନେଇ ପ୍ରଭାତି ପରିଡା କହିଛନ୍ତି ଯେ, ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ

ଘଟଣା ମୋତେ ବ୍ୟଥିତ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣା

ସମ୍ପର୍କରେ ଏସପିଙ୍କ ସହ କଥା ହୋଇ ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ଯେପରି ଭବିଷ୍ୟତରେ ଏଭଳି ଘଟଣାର

ପୁନରାବୃତ୍ତି ନହୁଏ ସେଥିପାଇଁ ଆବଶ୍ୟକ ପଦେକ୍ଷପ ନେବାକୁ ନିର୍ଦ୍ଦେଶ ଦେଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande