ରାଜ୍ୟରେ ୧ ଜୁନ୍ ରୁ ୧୯ ଜୁନ୍ ସୁଦ୍ଧା ୧୦୭.୩ ମି.ମି. ବର୍ଷା ରେକର୍ଡ଼ : ୨ ଜିଲ୍ଲାରେ ସବୁଠୁ ଅତ୍ୟଧିକ, ୫ ଜିଲ୍ଲାରେ ଅତ୍ୟଧିକ, ୧୫ ଜିଲ୍ଲାରେ ସ୍ୱାଭାବିକ୍ ବର୍ଷା ଏବଂ ୭ ଜିଲ୍ଲାରେ ନିଅଂଟିଆ, ଗୋଟିଏ ଜିଲ୍ଲାରେ ଅତି ନିଅଂଟିଆ ବର୍ଷା ରେକର୍ଡ଼
ଭୁବନେଶ୍ୱର, ୧୯ ଜୁନ୍ (ହି.ସ.)- ଚଳିତ ମୌସୁମୀ ଋତୁରେ, ୧ ଜୁନ୍ ରୁ ୧୯ ଜୁନ୍ ସୁଦ୍ଧା ରାଜ୍ୟରେ ୧୦୭.୩ ମି.ମି. ବର୍ଷା ରେକର୍ଡ଼ ହୋଇଛି, ଯାହାକି ଏହି ସମୟରେ ସ୍ୱାଭାବିକ୍ ବର୍ଷା ୧୦୬.୯ ମି.ମି ରହିଥାଏ । ଏହି ଅବଧି ମଧ୍ୟରେ ୨ଟି ଜିଲ୍ଲାରେ ସବୁଠୁ ଅତ୍ୟଧିକ, ୫ ଜିଲ୍ଲାରେ ଅତ୍ୟଧିକ, ୧୫ ଜିଲ୍ଲାରେ ସ୍ୱାଭ
ରାଜ୍ୟରେ ୧ ଜୁନ୍ ରୁ ୧୯ ଜୁନ୍ ସୁଦ୍ଧା ୧୦୭.୩ ମି.ମି. ବର୍ଷା ରେକର୍ଡ଼ : ୨ ଜିଲ୍ଲାରେ ସବୁଠୁ ଅତ୍ୟଧିକ, ୫ ଜିଲ୍ଲାରେ ଅତ୍ୟଧିକ, ୧୫ ଜିଲ୍ଲାରେ ସ୍ୱାଭାବିକ୍ ବର୍ଷା ଏବଂ ୭ ଜିଲ୍ଲାରେ ନିଅଂଟିଆ, ଗୋଟିଏ ଜିଲ୍ଲାରେ ଅତି ନିଅଂଟିଆ ବର୍ଷା ରେକର୍ଡ଼


ଭୁବନେଶ୍ୱର, ୧୯ ଜୁନ୍ (ହି.ସ.)- ଚଳିତ ମୌସୁମୀ ଋତୁରେ, ୧ ଜୁନ୍ ରୁ ୧୯ ଜୁନ୍ ସୁଦ୍ଧା ରାଜ୍ୟରେ ୧୦୭.୩ ମି.ମି. ବର୍ଷା ରେକର୍ଡ଼ ହୋଇଛି, ଯାହାକି ଏହି ସମୟରେ ସ୍ୱାଭାବିକ୍ ବର୍ଷା ୧୦୬.୯ ମି.ମି ରହିଥାଏ ।

ଏହି ଅବଧି ମଧ୍ୟରେ ୨ଟି ଜିଲ୍ଲାରେ ସବୁଠୁ ଅତ୍ୟଧିକ, ୫ ଜିଲ୍ଲାରେ ଅତ୍ୟଧିକ, ୧୫ ଜିଲ୍ଲାରେ ସ୍ୱାଭାବିକ୍ ବର୍ଷା ଏବଂ ୭ ଜିଲ୍ଲାରେ ନିଅଂଟିଆ ଏବଂ ଅନ୍ୟ ଗୋଟିଏ ଜିଲ୍ଲାରେ ଅତି ନିଅଂଟିଆ ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande