ଭୁବନେଶ୍ୱର, 19 ଜୁନ୍ (ହି.ସ.)
- ଆନନ୍ଦପୁର୨୦ ନଂ ଜାତୀୟ ରାଜପଥ ଶାଳପଡା ନିକଟରେ ଜାତୀୟ
ରାଜପଥ କାମ ସମ୍ପୁର୍ଣ୍ଣ ଏବଂ ସର୍ଭିସ୍ ରୋଡ଼
ମରାମତି ପାଇଁ ଜୋର ଧରିଲା ଦାବି । ମରାମତି ଦାବି କରି ଶାଳପଡା ନିକଟରେ ସ୍ଥାନୀୟ ଦୋକାନୀ ଏବଂ
ଜନସାଧାରଣଙ୍କ ଦ୍ବାରା ରାସ୍ତାରୋକ କରିଛନ୍ତି। ରାସ୍ତାର ଉଭୟ ପାଶ୍ୱର୍ରେ ଶହଶହ ଗାଡି ଅଟକି
ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା