କାଟିଙ୍ଗିଆ ଗ୍ରାମପଞ୍ଚାୟତରେ ବିକାଶ ରଥକୁ ସ୍ଵାଗତ
କନ୍ଧମାଳ, ୨୧ ଜୁନ୍ (ହି.ସ.)- ଦାରିଙ୍ଗବାଡି ବ୍ଲକ କାଟିଙ୍ଗିଆ ଗ୍ରାମପଂଚାୟତ ଠାରେ ବିକାଶ ରଥକୁ ସ୍ୱାଗତ କରାଗଲା। ଏଠାରେ ବ୍ଲକ ନୋଡାଲ ଅଫିସର କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ପୃଷ୍ଟି, କାଟିଙ୍ଗିଆ ସରପଞ୍ଚ, କାଟିଙ୍ଗିଆ ପିଇଓ କବିରାଜ କହଁର ବିଏଫଟି ଅନନ୍ତ ବଳିୟାର ସିଂ, ସିଏଚ୍ଓ ସମୀକ୍ଷା ମନ୍ତ୍ରୀ, ଏମବ
ଫୋଟ


କନ୍ଧମାଳ, ୨୧ ଜୁନ୍ (ହି.ସ.)- ଦାରିଙ୍ଗବାଡି ବ୍ଲକ କାଟିଙ୍ଗିଆ ଗ୍ରାମପଂଚାୟତ ଠାରେ ବିକାଶ ରଥକୁ ସ୍ୱାଗତ କରାଗଲା। ଏଠାରେ ବ୍ଲକ ନୋଡାଲ ଅଫିସର କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ପୃଷ୍ଟି, କାଟିଙ୍ଗିଆ ସରପଞ୍ଚ, କାଟିଙ୍ଗିଆ ପିଇଓ କବିରାଜ କହଁର ବିଏଫଟି ଅନନ୍ତ ବଳିୟାର ସିଂ, ସିଏଚ୍ଓ ସମୀକ୍ଷା ମନ୍ତ୍ରୀ, ଏମବିକେ। ତିଳତ୍ତମା ବେହେରା, ବନ ବିଭାଗ. ଆଶିଷ କୁମାର ପ୍ରଧାନ ଓ ଷ୍ଟାଫ, ଏଗ୍ରିକଲଚର ଗ୍ରାମସେବକ ଷ୍ଟାଫ ବିନାୟକ ଡିପିସି ରଂଜିତ ଦିଗଲ ୱାର୍ଡ ମେମ୍ବର, ନାଏବ ସରପଞ୍ଚ, ଅଙ୍ଗନବୋଡି କର୍ମୀ, ଜିଏସ୍ ବନ୍ଧୁ ମାନେ ଓ ଅନେକ ଉପଭୋକତା ଏବଂ ବୁଦ୍ଧିଜିବୀ ଉପସ୍ଥିତ ଥିଲେ।

ଏହାପରେ ଉପଭୋକ୍ତାମାନଙ୍କୁ ରାସନ କାର୍ଡ, ଭତ୍ତା, ଚାରା ବଣ୍ଟନ କରାଯାଇଥିଲା। ପରେ ବିକାଶ ରଥ କୁମ୍ବାରୀଗାଁ ଗ୍ରାମପଞ୍ଚାୟତ ଦିଗକୁ ଗଡ଼ିଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande