ଲକ୍ଷ୍ନୌ, 21 ଜୁନ୍ (ହି.ସ.)
- ଡ.କେଶବ ବଳିରାମ
ହେଡଗେୱାରଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଉତର ପ୍ରଦେଶ
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଯୋଗୀ ଆଦିତ୍ୟନାଥ
କହିଛନ୍ତି ଯେ, ଭାରତ ମାତାର ଆରାଧକ, ରାଷ୍ଟ୍ରଚେତନାର ଜାଗ୍ରୁତ ପୁରେଧା ଆରଏସଏସର ପ୍ରତିଷ୍ଠାତା
ତଥା ପ୍ରଥମ ସରସଂଘଚାଳକ ଶ୍ରଦ୍ଧେୟ ଡ.କେଶବ ବଳିରାମ ହେଡଗେୱାରଙ୍କ ପୁଣ୍ୟତିଥିରେ ତାଙ୍କୁ କୋଟି
କୋଟି ପ୍ରଣାମ । ଦେଶ ପ୍ରଥମ ଭାବନାରେ ଓତପ୍ରୋତ ଆପଣଙ୍କ ଜୀବନ ଆମ ସମସ୍ତଙ୍କ ପାଇଁ
ପ୍ରେରଣାସ୍ରୋତ ଅଟେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା