ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ରଥଯାତ୍ରା
ଗଞ୍ଜାମ, ୨୭ ଜୁନ୍ (ହି.ସ.)- ଗଞ୍ଜାମ ଜିଲାରେ ପ୍ରାୟ ସମସ୍ତେ ଜଗନ୍ନାଥ ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁସାରେ ଉତ୍ସାହ ଉଦ୍ଦିପନା ଓ ଭକ୍ତିପୂର୍ଣ୍ଣ ଭାଵରେ‌ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶେରଗଡ଼, ଧରାକୋଟ, ପିତଳ, ‌ସନ୍ତୋଷପୁର, ଆସିକା, ଛତ୍ରପୁର, ଜରଡା, ସୁରିଙ୍ଗି, ହିଞ୍ଜିଳିକାଟୁ, କୁକୁଡାଖଣ
Ganjam jila re rafta jatra


Ganjam jila re Rathore jatra


ଗଞ୍ଜାମ, ୨୭ ଜୁନ୍ (ହି.ସ.)- ଗଞ୍ଜାମ ଜିଲାରେ ପ୍ରାୟ ସମସ୍ତେ ଜଗନ୍ନାଥ ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁସାରେ ଉତ୍ସାହ ଉଦ୍ଦିପନା ଓ ଭକ୍ତିପୂର୍ଣ୍ଣ ଭାଵରେ‌ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶେରଗଡ଼, ଧରାକୋଟ, ପିତଳ, ‌ସନ୍ତୋଷପୁର, ଆସିକା, ଛତ୍ରପୁର, ଜରଡା, ସୁରିଙ୍ଗି, ହିଞ୍ଜିଳିକାଟୁ, କୁକୁଡାଖଣ୍ଡି, ଗୋସାଇଁ ନୂଆଗାଁ, କୋର୍ଟପେଟା, ଵ୍ରହ୍ମପୁର ବଡଵଜାର, ଖଲିକୋଟ, ଆଠଗଡ, ବୁରୁପଡା ଓ ତହର ଅଞ୍ଚଳରେ ହଜାର ହଜାର ଜନସମାଗମ ମଧ୍ଧରେ ରଥଯାତ୍ରା ଉତ୍ସଵ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande