ଘୁଞ୍ଚିଲା ବିଇଡି ଏଂଟ୍ରାନ୍ସ
ଭୁବନେଶ୍ୱର, 27 ଜୁନ୍ (ହି.ସ.)- ଘୁଂଚିଲା ବିଇଡି ଏଂଟ୍ରାନ୍ସ । ୨୦୨୫-୨୬ ଶିକ୍ଷାବର୍ଷରେ ବିଇଡି, ବିଏଚଇଡିଓ ଏମଇଡିବିଷୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଘୁଞ୍ଚିଲା । ଖୁବଶୀଘ୍ର ରାଜ୍ୟ ଚୟନ ବୋର୍ଡ ପକ୍ଷରୁ ନୂଆ ତାରିଖ ଘୋଷଣା ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚ
ଘୁଞ୍ଚିଲା ବିଇଡି     ଏଂଟ୍ରାନ୍ସ


ଭୁବନେଶ୍ୱର, 27 ଜୁନ୍ (ହି.ସ.)- ଘୁଂଚିଲା

ବିଇଡି ଏଂଟ୍ରାନ୍ସ । ୨୦୨୫-୨୬ ଶିକ୍ଷାବର୍ଷରେ ବିଇଡି, ବିଏଚଇଡିଓ ଏମଇଡିବିଷୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଘୁଞ୍ଚିଲା । ଖୁବଶୀଘ୍ର ରାଜ୍ୟ ଚୟନ ବୋର୍ଡ ପକ୍ଷରୁ ନୂଆ ତାରିଖ

ଘୋଷଣା ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande