ଭୁବନେଶ୍ୱର, 27 ଜୁନ୍ (ହି.ସ.)
- ବଣ୍ଡାଘାଟିରେ
ଆଜିକୁ ଚାରି ଦିନ ଧରି ବର୍ଷା ଲାଗି ରହିଛି । ବର୍ଷା ପାଣିରେ ପାହାଡ ଧସି ବଡ ବଡ ପତର ରାସ୍ତାରେ
ଖସିବା ସହିତ ଗଛ ପଡି ବଣ୍ଡାଘାଟି ରାସ୍ତା ଅବରୋଧ ହୋଇଯାଇଛି । ଯାହା ଫଳରେ ଯାତାୟାତ ଠପ
ହୋଇଯାଇଛି । ବଣ୍ଡା ଘାଟିର ଦୁଇଟି ପଞ୍ଚାୟତର ଲୋକେ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧାର
ସମ୍ମୁଖୀନ ହୋଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା