ମହାପ୍ରଭୁଙ୍କ ଇଚ୍ଛା ନଥିଲେ ରଥ ଗଡେନି- ଆଇନ ମନ୍ତ୍ରୀ
ଭୁବନେଶ୍ୱର, 28 ଜୁନ୍ (ହି.ସ.)- ରଥଟଣା ବିଳମ୍ବ ନେଇ ପ୍ରତିକ୍ରିୟା ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ମହାପ୍ରଭଙ୍କ ରଥ ଯାତ୍ରା ତାଙ୍କ ଇଚ୍ଛାରେ ହୁଏ। ସେ ଚାହିଁଲେ ପହଣ୍ଡି ହେବ। ସେ ରଥରେ ବିରାଜମାନ କରିବେ । ସେ ଯେବ
ମହାପ୍ରଭୁଙ୍କ ଇଚ୍ଛା     ନଥିଲେ ରଥ ଗଡେନି- ଆଇନ ମନ୍ତ୍ରୀ


ଭୁବନେଶ୍ୱର, 28 ଜୁନ୍ (ହି.ସ.)-

ରଥଟଣା ବିଳମ୍ବ ନେଇ ପ୍ରତିକ୍ରିୟା

ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ମହାପ୍ରଭଙ୍କ

ରଥ ଯାତ୍ରା ତାଙ୍କ ଇଚ୍ଛାରେ ହୁଏ। ସେ ଚାହିଁଲେ ପହଣ୍ଡି ହେବ। ସେ ରଥରେ ବିରାଜମାନ କରିବେ । ସେ

ଯେବେ ଚାହିଁବେ ସେବେ ରଥ ଟଣା ହେବ ।

ଏହି ଅବସରରେ ବଡ଼ଦାଣ୍ଡରେ

ଚାଲି ଚାଲି ରଥଟଣା ତଦାରଖ କରିଛନ୍ତି ଆଇନ ମନ୍ତ୍ରୀ । ମହାପ୍ରଭୁଙ୍କ ନିଜ ଇଚ୍ଛାରେ ରଥଯାତ୍ରା

ଚାଲିଛି । ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ନେଇ ରାଜନୀତି ନ ହେଉ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande