ବଲାଙ୍ଗୀର, ୩୦ ଜୁନ୍(ହି.ସ.) – ଆଜି ଚତୁର୍ଥ ତିଥିରେ ଦିଅଁମାନେ ହୋଇଥିବା ଅବତାର ଦର୍ଶନ ପାଇଁ ଭକ୍ତମାନଙ୍କ ସନ୍ଧ୍ୟା ରେ ଭିଡ ଜମିଛି। ଆଜି ବଲାଙ୍ଗୀର ଡେଲି ମାର୍କେଟ ସ୍ଥିତ ଶ୍ରୀରାମ ଚରିତ ମାନସ ମନ୍ଦିରରେ ଶ୍ରୀ ଜିଉମାନଙ୍କର ବାମନ ଓ ପର୍ଶୁରାମ ଅବତାର।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ