ସ୍କୁଲରେ ବହି ଓ ଡ୍ରେସ କୋଡ ପହଂଚିନଥିବାକୁ ଗୁରୁତର ସହ ନେବ ବିଭାଗ
ଭୁବନେଶ୍ୱର, 5 ଜୁନ୍ (ହି.ସ.)- ଅନେକ ସ୍କୁଲରେ ଏଯାଏଁ ଡ୍ରେସ କୋର୍ଡ ଓ ବହି ପହଁଚିନଥିବାର ଅଭିଯୋଗ ଉପରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଆମ ବିଭାଗ ଏଥର ସବୁ ସ୍କୁଲ ପାଇଁ ଚେଷ୍ଟା କରିଛି ଠିକ ସମୟରେ ସବୁ ଜିନିଷ ପହଁଚାଇବାକୁ
ସ୍କୁଲରେ ବହି ଓ ଡ୍ରେସ କୋଡ     ପହଂଚିନଥିବାକୁ ଗୁରୁତର ସହ ନେବ ବିଭାଗ


ଭୁବନେଶ୍ୱର, 5 ଜୁନ୍ (ହି.ସ.)- ଅନେକ ସ୍କୁଲରେ ଏଯାଏଁ ଡ୍ରେସ କୋର୍ଡ ଓ ବହି ପହଁଚିନଥିବାର ଅଭିଯୋଗ ଉପରେ ଗଣଶିକ୍ଷାମନ୍ତ୍ରୀ

ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଆମ ବିଭାଗ ଏଥର ସବୁ ସ୍କୁଲ

ପାଇଁ ଚେଷ୍ଟା କରିଛି ଠିକ ସମୟରେ ସବୁ ଜିନିଷ ପହଁଚାଇବାକୁ। ଅନେକ ସ୍କୁଲରେ ପଂହଁଚି ସାରିଛି।

ଯେଉଁ ଜିଲା ବା ନିର୍ଦ୍ଧିଷ୍ଟ ସ୍କୁଲରେ ପଂହଁଚିନାହିଁ, ତାହା ବିଭାଗ ଗୁରୁତର ସହ ନେବ । ଏବଂ ଖୁବ ଶୀଘ୍ର ସେଠି ବହି ପଂହଁଚିବ

ବୋଲି ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande