ଭୁବନେଶ୍ୱର, 7 ଜୁନ୍ (ହି.ସ.)- ଇଦ୍ ଉଲ୍ ଜୁହାର
ଶୁଭକାମନା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ
ନବୀନ କହିଛନ୍ତି ଯେ, ଇଦ୍-ଉଲ-ଜୁହାର ଶୁଭକାମନା । ବଳିଦାନର ଏହି ପର୍ବ ଖୁସିଆଣୁ ଓ ସମାଜରେ
ଶାନ୍ତି, ଭାତୃତ୍ୱ ଓ ସୌହାର୍ଦ୍ଦ୍ୟକୁ ସୁଦୃଢ କରୁ ଏହାହିଁ କାମନା କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା