ଭୁବନେଶ୍ୱର, 22 ଜୁଲାଇ (ହି.ସ.)- ରମାଦେବୀ
ଚୌଧୁରୀଙ୍କ ସ୍ମୃତିଚାରଣ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ସେବା ଓ ସମର୍ପଣର ପ୍ରତୀକ, ମହାନ ସମାଜସେବୀ ରମାଦେବୀ ଚୌଧୁରୀଙ୍କ ପୁଣ୍ୟତିଥିରେ ଭକ୍ତିପୂତ
ପ୍ରଣାମ ଜଣାଉଛି। ସମାଜ ସଂସ୍କାର, ଶିକ୍ଷା, ନାରୀ ସଶକ୍ତିକରଣ ଇତ୍ୟାଦି କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା