ପଞ୍ଚାୟତିରାଜ ବିଭାଗ ବିଷୟ ନେଇ ରାଜ୍ୟପାଳଙ୍କୁ ଭେଟିବେ ମନ୍ତ୍ରୀ
ଭୁବନେଶ୍ୱର, 28 ଜୁଲାଇ (ହି.ସ.)- ପଞ୍ଚାୟତିରାଜ ବିଭାଗ ବିଷୟ ନେଇ ରାଜ୍ୟପାଳଙ୍କୁ ଭେଟିବେ ମନ୍ତ୍ରୀ । ରାଜ୍ୟପାଳଙ୍କ ଅନେକ ଅନୁଭବ ରହିଛି। ବିଭାଗ ପ୍ରତି ତାଙ୍କର ଆଗ୍ରହ ତାଙ୍କର ପରାମର୍ଶ ପାଇଁ ତାଙ୍କୁ ପୂର୍ବରୁ ଭେଟିଛୁ ଆଗକୁ ମଧ୍ୟ ଭେଟିବୁ।ରାଜ୍ୟପାଳଙ୍କୁ ଆଗରୁ ମଧ୍ୟ
ପଞ୍ଚାୟତିରାଜ ବିଭାଗ ବିଷୟ ନେଇ     ରାଜ୍ୟପାଳଙ୍କୁ ଭେଟିବେ ମନ୍ତ୍ରୀ


ଭୁବନେଶ୍ୱର, 28 ଜୁଲାଇ (ହି.ସ.)- ପଞ୍ଚାୟତିରାଜ

ବିଭାଗ ବିଷୟ ନେଇ ରାଜ୍ୟପାଳଙ୍କୁ ଭେଟିବେ ମନ୍ତ୍ରୀ । ରାଜ୍ୟପାଳଙ୍କ ଅନେକ ଅନୁଭବ ରହିଛି।

ବିଭାଗ ପ୍ରତି ତାଙ୍କର ଆଗ୍ରହ ତାଙ୍କର ପରାମର୍ଶ ପାଇଁ ତାଙ୍କୁ ପୂର୍ବରୁ ଭେଟିଛୁ ଆଗକୁ ମଧ୍ୟ

ଭେଟିବୁ।ରାଜ୍ୟପାଳଙ୍କୁ ଆଗରୁ ମଧ୍ୟ ମୁଁ ଭେଟିଛି। ଜଳ ଜୀବନ ମିଶନକୁ ନେଇ ଭେଟିଛି। ତାଙ୍କର

ଆଗ୍ରହ ମଧ୍ୟ ବେଶ୍ ରହିଛି। ଆମେ ପରାମର୍ଶ ମଧ୍ୟ ନେଇଛୁ।ଜଳ ଜୀବନ ମିଶନ କିପରି ଅଧିକ ଗତିଶୀଳ

ହେଇପାରିବ ସେ ବିଷୟରେ ଆଲୋଚନା କରିବୁ ତାଙ୍କ ସହ ବସି। ଗଣତନ୍ତ୍ର ଭିତରେ ରାଜ୍ୟପାଳ ସରକାର, ରାଜ୍ୟପାଳ ଜନତା

ପରିପୂରକ।ପରସ୍ପର ସହ ଆଲୋଚନା କରିବା ଏକ ନୂଆ କଥା ନୁହେଁ ଏହା ନିରନ୍ତର ପ୍ରକ୍ରିୟା। ତାଙ୍କର

ବହୁ ଅନୁଭବ ଅଛି ।ସମାଜ କ୍ଷେତ୍ରରେ କାମ କରିଛନ୍ତି , ବିଭିନ୍ନ ଦାୟିତ୍ଵ ନିଭାଇଛନ୍ତି ତେଣୁ ତାଙ୍କ ଅନୁଭବ ସାହାଯ୍ୟ କରିବ

ବୋଲି ପଂଚାୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande