ଆଜି ବାଲେଶ୍ୱର ବନ୍ୟା ପରିସ୍ଥିତି ସମୀକ୍ଷା କରିବେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା
ଭୁବନେଶ୍ୱର 03 ଜୁଲାଇ ( ହି.ସ.) ଆଜି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ବନ୍ୟା ପରିସ୍ଥିତି ସମୀକ୍ଷା କରିବେ ନିମନ୍ତେ ଏକ ଦିବସୀୟ ବାଲେଶ୍ୱର ଗସ୍ତ କରିବେ। ଏହି ଗସ୍ତ କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ବାଲେଶ୍ୱର ଜିଲ୍ଲାସ୍ଥିତ ଭୋଗରାଇ ଓ ବାଲିଆପାଳ ସହିତ ଆଖପାଖ ବନ୍ୟା
ଆଜି ବାଲେଶ୍ୱର ବନ୍ୟା ପରିସ୍ଥିତି ସମୀକ୍ଷା କରିବେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା


ଭୁବନେଶ୍ୱର 03 ଜୁଲାଇ ( ହି.ସ.) ଆଜି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ବନ୍ୟା ପରିସ୍ଥିତି ସମୀକ୍ଷା କରିବେ ନିମନ୍ତେ ଏକ ଦିବସୀୟ ବାଲେଶ୍ୱର ଗସ୍ତ କରିବେ। ଏହି ଗସ୍ତ କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ବାଲେଶ୍ୱର ଜିଲ୍ଲାସ୍ଥିତ ଭୋଗରାଇ ଓ ବାଲିଆପାଳ ସହିତ ଆଖପାଖ ବନ୍ୟା ପ୍ରଭାବିତ ଅଞ୍ଚଳର ବନ୍ୟାସ୍ଥିତି ସମୀକ୍ଷା କରିବେ ଓ ପ୍ରଶାସନିକ ପ୍ରସ୍ତୁତି ସମ୍ବନ୍ଧରେ ମଧ୍ୟ ଆଲୋଚନା କରିବେ।ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ସ୍ଥିତି ସମୀକ୍ଷା କରିବା ସହ କ୍ଷେତ୍ର ପରିଦର୍ଶନ ମଧ୍ୟ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ଅନିଲ


 rajesh pande