ପାୱାର ଟ୍ରିଲରରେ ଗୋଡ ପସି ଚାଷୀ ଗୁରୁତର
ଗଞ୍ଜାମ, ୩୧ ଜୁଲାଇ (ହି.ସ.)- ସାନଖେମୁଣ୍ଡି ବ୍ଳକର ଲୁଣି ଲାଠି ଗାଁ ରେ ଜମି ଚାଷ କଲାବେଳେ ପାୱ।ର ଟ୍ରିଲରରେ ଗୋଡ଼ ଚାପିହୋଇ ଗୁରୁତର ହୋଇଛନ୍ତି।‌ଗୁରୁତରଙ୍କୁ‌ ପ୍ରଥମେ‌ ଦିଗପହଣ୍ଡି ଡାକ୍ତରଖାନାରେ‌ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଵଡ ଡାକ୍ତରଖାନାକୁ ପଠାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ

 rajesh pande