ଅବସରପ୍ରାପ୍ତ ବନ କର୍ମଚାରୀ ସଂଘ ଓ ପଣ୍ଡରା ସମାଜ ପକ୍ଷରୁ ବୃକ୍ଷରୋପଣ
ବଲାଙ୍ଗିର, ୩୧ ଜୁଲାଇ (ହି.ସ.)- ଗୁରୁବାର ବଲାଙ୍ଗିର ଧୂମାମରା ବାଇପାସ ରାସ୍ତାରେ ଅବସରପ୍ରାପ୍ତ ବନ କର୍ମଚାରୀ ସଂଘ, ବଲାଙ୍ଗିର ଏବଂ ସହରାଞ୍ଚଳ ପଣ୍ଡରା ସମାଜ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବନ କର୍ମଚାରୀ ସଂଘର ସଭାପତି ବିଜୟ କୁମାର ଖୁଣ୍
ଅବସର ପ୍ରାପ୍ତ ବନ କର୍ମଚାରୀ ସଂଘ ଓ ପଣ୍ଡରା ସମାଜ ବୃକ୍ଷରୋପଣ*

ବଲାଙ୍ଗିର, ୩୧ ଜୁଲାଇ (ହି.ସ.)- ଗୁରୁବାର ବଲାଙ୍ଗିର ଧୂମାମରା ବାଇପାସ ରାସ୍ତାରେ ଅବସରପ୍ରାପ୍ତ ବନ କର୍ମଚାରୀ ସଂଘ, ବଲାଙ୍ଗିର ଏବଂ ସହରାଞ୍ଚଳ ପଣ୍ଡରା ସମାଜ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବନ କର୍ମଚାରୀ ସଂଘର ସଭାପତି ବିଜୟ କୁମାର ଖୁଣ୍ଟିଆଙ୍କ ନେତୃତ୍ବରେ ବାସୁଦେବ ନାଥ, ହୃଦୟ ରଞ୍ଜନ ତ୍ରିପାଠୀ, ରଘୁନାଥ ପାଢୀ, ବିରଞ୍ଚି ମିଶ୍ର, ସାନେ ନାଏକ, ମୋହନ ରଞ୍ଜନ ପାଣ୍ଡିଆ ପ୍ରମୁଖ ବୃକ୍ଷରୋପଣ କରିଥିବା ବେଳେ ପଣ୍ଡରା ସମାଜ ତରଫରୁ ସଭାପତି ରସରାଜ ସା, ବିଦ୍ୟାଧର ଦ୍ବାରୀ, ଦୁତିଆ ଦେହେରୀ, ବଳଦେବ ବିଶି, ଦିଲିପ ମଲ୍ଲିକ, ବିପିନ ବିହାରୀ ନାଏକ, ଧୃବ ଦ୍ଵାରୀ ପ୍ରମୁଖ ବୃକ୍ଷରୋପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande