ଗଞାମ, ୩୧ ଜୁଲାଇ (ହି.ସ.)- ହିଞ୍ଜିଳିକାଟୁ ଢିମ୍ଵିରା ସାହିରେ ଗତକାଲି ରାତିରେ ଗୋଟିଏ ପରିବାରର ରନ୍ଧନ ଗ୍ଯାସ ଲିକ ଯୋଗୁ ଅଗ୍ନିକାଣ୍ଡ ଘଟି ଘରର ଟିଣଛାତ ଉଡିଯିଵା ସ଼ହ ପରିବାରର ପତିପତ୍ନୀ ଓ ଦୁଇ କନ୍ଯା ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ହିଞ୍ଜିଳିକାଟୁ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଵ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ