ଭୁବନେଶ୍ୱର, 31 ଜୁଲାଇ (ହି.ସ.)- ନୟାପଲ୍ଲୀ ଓଭରବ୍ରିଜ ଉପରେ ଦୁର୍ଘଟଣା । ଦ୍ରୁତ ଗତିରେ ଆସି କାରକୁ ପଛରୁ
ପିଟିଲା ହାଇଓ୍ଵା । ଦୁର୍ଘଟଣାରେ କୌଣସି କ୍ଷତି ହୋଇନାହିଁ । ଦୁର୍ଘଟଣା ପାଇଁ ଉପୁଜିଛି
ଟ୍ରାଫିକ ଜାମ ପରିସ୍ଥିତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
01 Aug 2025
ଭୁବନେଶ୍ୱର, 1 ଅଗଷ୍ଟ (ହି.ସ.)-ସମ୍ବଲପୁରୀ ଦିନ୍ ର ଶୁଭେଚ୍ଛା ଜଣାଇଛନ୍ତି ପଂଚାୟତିରାଜ ମନ୍ତ୍ରୀ ରବି ନାଏକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ସମ୍ବଲପୁରୀ ଦିନ୍ ର ସମକୁ ମୋର ଗୁର୍ଦୁଟେ ଶୁଭେଚ୍ଛା ଆର୍ ଅଭିନନ୍ଦନ। ଗୁରୁ ଶ୍ରୀ ସତ୍ୟନାରାୟଣ ..
ଭୁବନେଶ୍ୱର, ଅଗଷ୍ଟ ୧(ହି.ସ.) ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତିର ଗୌରବମୟ ପରିଚୟକୁ ଆଗେଇ ନେବା - ଧର୍ମେନ୍ଦ୍ର ପ୍ରଧାନ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରୀ ସାହିତ୍ୟ ସାଧକ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ..
ଆର. ଉଦୟଗିରି, ୧ ଅଗଷ୍ଟ (ହି.ସ.)- ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ (ଆରଡବ୍ଲୁଏସଏସ) ର ବିଭାଗୀୟ ଯନ୍ତ୍ରୀଙ୍କୁ ପରିସ୍ରା ପିଆଇବା ଘଟଣାରେ ଶୁକ୍ରବାର ସମ୍ପୃକ୍ତ ପିଅନ ଶିବ ନାରାୟଣ ନାୟକଙ୍କୁ ଗିରଫ କରିଛି ଆର. ଉଦୟଗିରି ଥାନା ପୋଲିସ । ସୂଚନାଯୋଗ୍ୟ, ଗଜପତି ଜିଲା ଆର.ଉଦୟଗିରି ବ୍ଲକର ଆରଡବ୍ଲ୍ୟୁଏସ..
ଭୁବନେଶ୍ୱର, 1 ଅଗଷ୍ଟ (ହି.ସ.)- ସମ୍ବଲପୁରୀ ଦିନ୍ ର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୁରୁ ଶ୍ରୀ ସତ୍ୟ ନାରାୟଣ ବହିଦାରଙ୍କର୍ ପବିତ୍ର ଜନମ୍ ଦିନ୍ ''ସମ୍ବଲପୁରୀ ଦିନ୍'' ଅବ୍ସର୍..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha