ଦେବଘରର ବାବା ବୈଦ୍ୟନାଥ ଧାମରେ ଏବେ ସୁଦ୍ଧା 40.57 ଲକ୍ଷ ଶ୍ରଦ୍ଧାଳୁଙ୍କ ଜଳାର୍ପଣ
ଦେବଘର, 31 ଜୁଲାଇ (ହି.ସ.)- ଶ୍ରାବଣ ମାସରେ ଦେଵଘରର ବିଶ୍ୱ ପ୍ରସିଦ୍ଧ ବାବା ବୈଦ୍ୟନାଥ ଧାମରେ ଭକ୍ତମାନଙ୍କ ଭିଡ଼ ଲଗାତାର ବଢିବାରେ ଲାଗିଛି । ଗୁରୁବାର ଭୋର 4:15 ରୁ ମନ୍ଦିରର ଦ୍ୱାର ଖୋଲିବା ସହିତ ଜଳାର୍ପଣ ଆରମ୍ଭ ହୋଇଯାଇଛି। ଭକ୍ତମାନେ ବିଏଡ୍ କଲେଜ୍, ତିୱାରୀ ଛକ, ଶି
ଦେବଘରର ବାବା ବୈଦ୍ୟନାଥ     ଧାମରେ ଏବେ ସୁଦ୍ଧା 40.57 ଲକ୍ଷ ଶ୍ରଦ୍ଧାଳୁଙ୍କ ଜଳାର୍ପଣ


ଦେବଘର, 31 ଜୁଲାଇ (ହି.ସ.)- ଶ୍ରାବଣ ମାସରେ ଦେଵଘରର ବିଶ୍ୱ ପ୍ରସିଦ୍ଧ ବାବା ବୈଦ୍ୟନାଥ ଧାମରେ ଭକ୍ତମାନଙ୍କ ଭିଡ଼ ଲଗାତାର ବଢିବାରେ ଲାଗିଛି । ଗୁରୁବାର ଭୋର 4:15 ରୁ

ମନ୍ଦିରର ଦ୍ୱାର ଖୋଲିବା ସହିତ

ଜଳାର୍ପଣ ଆରମ୍ଭ ହୋଇଯାଇଛି।

ଭକ୍ତମାନେ ବିଏଡ୍ କଲେଜ୍,

ତିୱାରୀ ଛକ, ଶିବରାମ ଝା ଛକ,

ନେହେରୁ ପାର୍କ, କ୍ୟୁ କମ୍ପ୍ଲେକ୍ସ ଦେଇ ଜିଲ୍ଲା ପ୍ରଶାସନର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜଳାର୍ପଣ କରୁଛନ୍ତି।

ବାବା ବୈଦ୍ୟନାଥଙ୍କ ନଗରୀ ଦେଵଘର ଶିବଭକ୍ତଙ୍କ ଶ୍ରଦ୍ଧା ଓ ଜୟଘୋଷରେ ଗୁଞ୍ଜରିତ ହୋଇଉଠିଛି। କାଉଡ଼ିଆମାନେ

ଶାନ୍ତିପୂର୍ଣ୍ଣ ଭାବରେ ବାବାଙ୍କ ଜୟଘୋଷ କରି ଜଳାର୍ପଣ କରୁଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande