ମୁନସୀ ପ୍ରେମଚାନ୍ଦଙ୍କୁ ନମନ କଲେ ପ୍ରଭାତି ପରିଡା
ଭୁବନେଶ୍ୱର, 31 ଜୁଲାଇ (ହି.ସ.)- ମୁନସୀ ପ୍ରେମଚାନ୍ଦଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଅନେକ କାଳଜୟୀ ଉପନ୍ୟାସର ସ୍ରଷ୍ଟା ତଥା ଦେଶର ଘରେ ଘରେ ସୁପରିଚିତ ନାମ ମୁନସୀ ପ୍ରେମଚାନ୍ଦଙ୍କ ଜୟନ୍ତୀ
ମୁନସୀ ପ୍ରେମଚାନ୍ଦଙ୍କୁ ନମନ କଲେ ପ୍ରଭାତି ପରିଡା


ଭୁବନେଶ୍ୱର, 31 ଜୁଲାଇ (ହି.ସ.)- ମୁନସୀ ପ୍ରେମଚାନ୍ଦଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଅନେକ କାଳଜୟୀ ଉପନ୍ୟାସର

ସ୍ରଷ୍ଟା ତଥା ଦେଶର ଘରେ ଘରେ ସୁପରିଚିତ ନାମ ମୁନସୀ ପ୍ରେମଚାନ୍ଦଙ୍କ ଜୟନ୍ତୀରେ ସଶ୍ରଦ୍ଧ

ଶ୍ରଦ୍ଧାଞ୍ଜଳି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande