ଭୁବନେଶ୍ୱର,୦୧ ଅଗଷ୍ଟ (ହି.ସ)- ଉପରାଷ୍ଟ୍ରପତି ନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଅଶ୍ୱିନୀ ଷଢଙ୍ଗୀ ।ସେ କହିଛନ୍ତି ଯେ ଉପରାଷ୍ଟ୍ରପତି କିଏ ହେବ ସଂସଦୀୟ ବୋର୍ଡ ନିଷ୍ପତି ନେବ। ବିଜେଡି ସମର୍ଥନ କରି ପାରେ ବିରୋଧ ବି କରିପାରେ। ଆମେ ସମର୍ଥନ ନ ମାଗି ବିଜେଡି କିଛି ପ୍ରସଙ୍ଗରେ ସମର୍ଥନ କରିଛି। ଆଗକୁ ବି କରିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା