ସିନ୍ଧୁଜା ଫାଉଣ୍ଡେସନ ପକ୍ଷରୁ ନୂତନ ବନଖଣ୍ଡ ଅଧିକାରୀଙ୍କୁ ସ୍ୱାଗତ
କେନ୍ଦ୍ରାପଡ଼ା, ୧୦ ଅଗଷ୍ଟ(ହି.ସ.) – ରାଜନଗର ବନ୍ୟପ୍ରାଣୀ ଖଣ୍ଡରେ ନୂଆକରି କାର୍ଯ୍ୟରେ ଯୋଗ ଦେଇଥିବା ବନଖଣ୍ଡ ଅଧିକାରୀ ଆଇ. ଏଫ.ଏସ ଶ୍ରୀ ଭରଦରାଜ ଗାଓଁକରଙ୍କୁ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିନ୍ଦୁକା ଫାଉଣ୍ଡେସନ ଟ୍ରଷ୍ଟର ସଭାପତି ବିକ୍ରମ କେଶରୀ ବିଶ୍ୱାଳ, ସମ୍ପାଦକ ସୋନାଶିଷ ଜେନା ଓ ସଦସ୍ୟ ସୁନ
ସିନ୍ଧୁଜା ଫାଉଣ୍ଡେସନ ପକ୍ଷରୁ ନୂତନ ବନଖଣ୍ଡ ଅଧିକାରୀଙ୍କୁ ସ୍ୱାଗତ


କେନ୍ଦ୍ରାପଡ଼ା, ୧୦ ଅଗଷ୍ଟ(ହି.ସ.) – ରାଜନଗର ବନ୍ୟପ୍ରାଣୀ ଖଣ୍ଡରେ ନୂଆକରି କାର୍ଯ୍ୟରେ ଯୋଗ ଦେଇଥିବା ବନଖଣ୍ଡ ଅଧିକାରୀ ଆଇ. ଏଫ.ଏସ ଶ୍ରୀ ଭରଦରାଜ ଗାଓଁକରଙ୍କୁ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିନ୍ଦୁକା ଫାଉଣ୍ଡେସନ ଟ୍ରଷ୍ଟର ସଭାପତି ବିକ୍ରମ କେଶରୀ ବିଶ୍ୱାଳ, ସମ୍ପାଦକ ସୋନାଶିଷ ଜେନା ଓ ସଦସ୍ୟ ସୁନୀଲ ରାଉତଙ୍କ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଭିତରକନିକା ଅଂଚଳରେ ବର୍ଷକୁ ବର୍ଷ ବେଆଇନ ଚିଙ୍ଗୁଡ଼ି ଘେରି ବଢୁଥିବାରୁ ଏହା ଭିତରକନିକା ଜାତୀୟ ଉଦ୍ୟାନର ଜୈବ ବିବିଧତା ପ୍ରତି ବିପଦ ସୃଷ୍ଟି କରୁଛି। ଏଣୁ ଏଥିପ୍ରତି ଦୃଷ୍ଟି ଦେବା ନିମନ୍ତେ ତାଙ୍କୁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande