ମାତିଛନ୍ତି ବାଲି ଲୁଟେରା
ଗଞାମ, ୩ ଅଗଷ୍ଟ (ହି.ସ.)- ରାତ୍ରୀ ସମୟରେ ବାଲି ମାଫିଆ ମାନେ ଦିଗପହଣ୍ଡି ବ୍ଲକ ଅଧିନସ୍ଥ ଧାନରାଶି ଗ୍ରାମ ନିକଟରେ ଥିବା ବାହୁଦା ନଦୀରୁ ୨ଟି ହିଟାଚି ମେସିନ ଲଗାଇ ବେଧଡ଼କ ଭାବେ ବାଲି ଉଠଉଛନ୍ତି। ଯାହାକି କେ. ନୂଆଗାଁ ଥାନା ଅଧୀନରେ ଯାଉଛି। ଅସହ୍ୟ ଗରମ ଓ ଗୁଳିଗୁଳି ସାଙ୍ଗକୁ ବାଲି ବୋଝେଇ ହାଇୱା ଟ୍ରକ
ମାତିଛନ୍ତି ବାଲି ଲୁଟେରା


ଗଞାମ, ୩ ଅଗଷ୍ଟ (ହି.ସ.)- ରାତ୍ରୀ ସମୟରେ ବାଲି ମାଫିଆ ମାନେ ଦିଗପହଣ୍ଡି ବ୍ଲକ ଅଧିନସ୍ଥ ଧାନରାଶି ଗ୍ରାମ ନିକଟରେ ଥିବା ବାହୁଦା ନଦୀରୁ ୨ଟି ହିଟାଚି ମେସିନ ଲଗାଇ ବେଧଡ଼କ ଭାବେ ବାଲି ଉଠଉଛନ୍ତି। ଯାହାକି କେ. ନୂଆଗାଁ ଥାନା ଅଧୀନରେ ଯାଉଛି। ଅସହ୍ୟ ଗରମ ଓ ଗୁଳିଗୁଳି ସାଙ୍ଗକୁ ବାଲି ବୋଝେଇ ହାଇୱା ଟ୍ରକ ଗୁଡ଼ିକର ଗର୍ଜନ ଯୋଗୁଁ ଲୋକମାନେ ଶାନ୍ତି ରେ ଶୋଇପାରୁନାହାନ୍ତି। ଏନେଇ ପ୍ରଶାସନ ଓ ପୁଲିସ ଧ୍ୟାନ ଦେଇ ରାଜସ୍ୱ ଲୁଟ ରୋକିବେ ବୋଲି ସାଧାରଣ ଲୋକଙ୍କ ପକ୍ଷରୁ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande