ଶ୍ରୀନଗର, 10 ସେପ୍ଟେମ୍ବର (ହି.ସ.)
- ଜମ୍ମୁ-କାଶ୍ମୀର
ପୁଲିସର ରାଜ୍ୟ ତଦନ୍ତକାରୀ ଏଜେନ୍ସି (ଏସଆଇଏ) ବୁଧବାର ଦକ୍ଷିଣ କାଶ୍ମୀରର ଅବନ୍ତିପୋରା ଓ ବିଜବିହାଡ଼ା ଅଞ୍ଚଳରେ ଏକ ଆତଙ୍କବାଦୀ ଫେରାର
ଘଟଣା ସଂପର୍କରେ ରେଡ୍ କରିଛି।
ଅଧିକାରୀମାନେ କହିଛନ୍ତି ଯେ ଏସଆଇଏଦଳ, ପୁଲିସ ସହିତ ମିଶି ଅବନ୍ତିପୋରା ଓ ବିଜବିହାଡ଼ାରେ ଦୁଇଟି ସ୍ଥାନରେ ରେଡ୍ କରିଛନ୍ତି । ଏହି
ଅଭିଯାନ, ହିଜ୍ବୁଲ୍
ଆତଙ୍କବାଦୀ ଅମିନ୍ ବାବା ଫେରାର ଘଟଣା ସହିତ ସଂପୃକ୍ତ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା