ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଜୁଏଲ ଓରାମ
ନୂଆଦିଲ୍ଲୀ, 11 ସେପ୍ଟେମ୍ବର (ହି.ସ.) - ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ପରମ ଆଦରଣୀୟ ଶ୍ର
ଆରଏସଏସ ମୁଖ୍ୟ ମୋହନ     ଭାଗବତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଜୁଏଲ ଓରାମ


ନୂଆଦିଲ୍ଲୀ, 11 ସେପ୍ଟେମ୍ବର (ହି.ସ.)

- ଆରଏସଏସ ମୁଖ୍ୟ

ମୋହନ ଭାଗବତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ

ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର

ସରସଂଘଚାଳକ ପରମ ଆଦରଣୀୟ ଶ୍ରୀ ମୋହନ ଭାଗବତ ଜୀଙ୍କ ଜନ୍ମଦିନ ଅବସରରେ ଅସୀମ ଅଭିନନ୍ଦନ ଓ ଅଶେଷ

ଶୁଭେଚ୍ଛା।

କେନ୍ଦ୍ରମନ୍ତ୍ରୀ କହିଛନ୍ତି

ଯେ, ଆପଣଙ୍କ ବ୍ୟକ୍ତିତ୍ୱ ଓ ବାଣୀ ସମସ୍ତ ବର୍ଗର ଭଲ ପାଇଁ ଉନ୍ମୁଖ ଥିବା ରାଷ୍ଟ୍ରବାଦ ଓ ଏକତା

ପାଇଁ ପ୍ରେରଣା ଦେଇଥାଏ। ସମାଜ ସେବା ପ୍ରତି ଆପଣଙ୍କ ନିଷ୍ଠା ଏକ ଅନୁକରଣୀୟ ଦୃଷ୍ଟାନ୍ତ।

ଆପଣଙ୍କ ମାର୍ଗଦର୍ଶନ ସଦା ଆଶୀର୍ବାଦ ଭାବରେ ଆମକୁ ମିଳୁଥାଉ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande