କେନ୍ଦୁଝର, 12 ସେପ୍ଟେମ୍ବର (ହି.ସ.)
ଆଜି କେନ୍ଦୁଝର ମାଟିକୁ ଆସୁଛନ୍ତି ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଘଟଗାଁ ରେ ମା ' ତାରିଣୀ ଙ୍କ ଦର୍ଶନ ସାରି ସିଧା ରାଇକଳାର କରଞ୍ଜିଆପଡା ଯିବେ। ସନ୍ଧ୍ୟା ୫. ୪୫ ମିନିଟ ରୁ ୬. ୧୫ ପର୍ଯ୍ୟନ୍ତ କେନ୍ଦୁଝର ସର୍କିଟ ହାଉସରେ ରହିବାର କାର୍ଯ୍ୟକ୍ରମ ରହିଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA