ନୂଆପଡା ଉପନିର୍ବାଚନ ନେଇ ସର୍ବ ଦଳୀୟ ବୈଠକ ଡାକିଲେ ମୁଖ୍ୟ ନିର୍ବାଚନ ଅଧିକାରୀ
ଭୁବନେଶ୍ୱର, ୧୫ ସେପ୍ଟେମ୍ବର (ହି.ସ)- ନୂଆପଡା ଉପନିର୍ବାଚନ ନେଇ ସର୍ବ ଦଳୀୟ ବୈଠକ ଡାକିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଭୋଟର ତାଲିକା ସଂଶୋଧନ ନେଇ ସର୍ବ ଦଳୀୟ ବୈଠକ ବସିବ। ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ଖାଲି ପଡ଼ିଛି ନୂଆପଡା ବିଧାନସଭା । ଖୁବଶୀଘ୍ର ଉପନିର୍ବାଚନ ନେଇ ତାର
ନୂଆପଡା ଉପନିର୍ବାଚନ ନେଇ ସର୍ବ ଦଳୀୟ ବୈଠକ ଡାକିଲେ ମୁଖ୍ୟ ନିର୍ବାଚନ ଅଧିକାରୀ


ଭୁବନେଶ୍ୱର, ୧୫ ସେପ୍ଟେମ୍ବର (ହି.ସ)- ନୂଆପଡା ଉପନିର୍ବାଚନ ନେଇ ସର୍ବ ଦଳୀୟ ବୈଠକ ଡାକିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଭୋଟର ତାଲିକା ସଂଶୋଧନ ନେଇ ସର୍ବ ଦଳୀୟ ବୈଠକ ବସିବ। ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ଖାଲି ପଡ଼ିଛି ନୂଆପଡା ବିଧାନସଭା । ଖୁବଶୀଘ୍ର ଉପନିର୍ବାଚନ ନେଇ ତାରିଖ ଘୋଷଣା ହେବ। ତା ପୂର୍ବରୁ ଭୋଟର ତାଲିକା ସଂଶୋଧନ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ନିର୍ବାଚନ କମିଶନ। ଏନେଇ ଆଜି ବସିବ ସସର୍ବଦଳୀୟ ବୈଠକ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande