ଦେଶୀ ମଦ ଚାଲାଣ, ଜଣେ ଗିରଫ
ଜୟପୁର, ୧୬ ସେପ୍ଟେମ୍ବର (ହି.ସ.) - ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଚଢାଉ କରି ଜଣେ ମହିଳା ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୁଚନା ଅନୁଯାଇ ଦେଶି ମଦ ଚାଲାଣ ସୁଚନା ପାଇ ଜୟପୁର ଅବକାରି ଥାନା ଢେପଗୁଡାରେ ଚଢାଉ କରିଛି । ଚଢାଉ କରି ୧୪ ଲିଟର ଦେଶି ମଦ ଜବତ କରିବା ସହ ମହିଳା ଅ
ଦେଶୀ ମଦ ଚାଲାଣ, ଜଣେ ଗିରଫ


ଜୟପୁର, ୧୬ ସେପ୍ଟେମ୍ବର (ହି.ସ.) - ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଚଢାଉ କରି ଜଣେ ମହିଳା ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୁଚନା ଅନୁଯାଇ ଦେଶି ମଦ ଚାଲାଣ ସୁଚନା ପାଇ ଜୟପୁର ଅବକାରି ଥାନା ଢେପଗୁଡାରେ ଚଢାଉ କରିଛି । ଚଢାଉ କରି ୧୪ ଲିଟର ଦେଶି ମଦ ଜବତ କରିବା ସହ ମହିଳା ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୁଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande