କେନ୍ଦୁଝର, ୧୬ ସେପ୍ଟେମ୍ବର(ହି.ସ.) – ଆସନ୍ତା କାଲି ଜିଲ୍ଲାସ୍ତରୀୟ ସ୍ୱଚ୍ଛତା ହିଁ ସେବା ୨୦୨୫ ପକ୍ଷ ଆରମ୍ଭ ହେବ। ଏହି ଅବସରରେ ସ୍ୱଚ୍ଛତ୍ସବ ପାଳନ କରାଯିବ। ଏହି ଉଦଘାଟନୀ ଉତ୍ସବରେ ସାମୁହିକ ସ୍ୱଚ୍ଛତା ଅଭିଜାନ, ଚାରା ରୋପଣ, ସାମୁହିକ ପ୍ରତିଜ୍ଞା ଆଦି କାର୍ଯ୍ୟକ୍ରମ ଥିବା ଜିଲ୍ଲା ପକ୍ଷରୁ କୁହାଯାଇଛି।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA